ଆଜିର ଖବର ବିଏମସିର ବଡ ପ୍ରସ୍ତୁତି: ଭୁବନେଶ୍ଵର ସ୍ଥିତ ୟୁନିଟ-୧ ପରିବା ମାର୍କେଟ ହେବ ସ୍ଥାନାନ୍ତର ଭୁବନେଶ୍ବର: ଭୁବନେଶ୍ଵର ୟୁନିଟ-୧ ପରିବା ହୋଲସେଲ ବଜାରକୁ ସ୍ଥାନାନ୍ତରିତ କରାଯିବ। ଏହି ବଜାରକୁ ଭୁବନେଶ୍ଵର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ରହିଛି। ସେଥିପାଇଁ ଭଗବାନପୁରରେ…