ଜାତୀୟ ଖବର UPSC Member ଭାବେ ଶପଥ ନେଲେ ଆଇଏଏସ ବିଦ୍ୟୁତ୍ ବିହାରୀ ସ୍ବାଇଁ ନୂଆଦିଲ୍ଲୀ: ଆଜି ବରିଷ୍ଠ ଆଇଏଏସ ଅଧିକାରୀ ବିଦ୍ୟୁତ୍ ବିହାରୀ ସ୍ବାଇଁ UPSC ର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। UPSC ର ଅଧ୍ୟକ୍ଷ ମନୋଜ ସୋନି…