ଆଜିର ଖବର ୟୁପି ନିର୍ବାଚନ ୨୦୨୨: ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ସରିଲା ପ୍ରଚାର ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାର ୫୮ ଟି ଆସନ ପାଇଁ ପ୍ରଚାର ଆଜି ସନ୍ଧ୍ୟା ୬ ଟାରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତରପ୍ରଦେଶର ୧୧ ଟି…