ଆଜିର ଖବର ଉଦ୍ଧବ ଠାକରେଙ୍କୁ ବଡ ଝଟକା, ପୁଅ ଆଦିତ୍ୟଙ୍କ ଘନିଷ୍ଠ ରାହୁଲ କନାଲ ସିନ୍ଦେ ଦଳର ହେବେ ସାମିଲ ମୁମ୍ବାଇ: ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେଙ୍କ ସମସ୍ୟା ଥମିବାର ନାମ ନେଉନାହିଁ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ବିଦ୍ରୋହ ପରଠାରୁ ଉଦ୍ଧବ ଠାକରେ ଦଳର…