ଜାତୀୟ ଖବର ୟୁରୋପୀୟ ପରିଷଦର ସଦସ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ୍ ବୈଠକ ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ୍ ମାଧ୍ୟମରେ ୟୁରୋପୀୟ ପରିଷଦର ବୈଠକରେ ଯୋଗ ଦେଇଥିଲେ। ୟୁଏଇର ସମସ୍ତ 27 ଟି ଦେଶର ମୁଖ୍ୟ ଏହି ବୈଠକରେ…