ଆଜିର ଖବର ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ଟାଇଟଲ ଜିତିଥିବା ମହିଳା କୁସ୍ତି ଯୋଦ୍ଧା ଟିମ୍ କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ନୂଆଦିଲ୍ଲୀ: ୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ‘ଭାରତୀୟ ମହିଳା…