ଜାତୀୟ ଖବର ଗୃହ ଭିତରେ ଗୋପବନ୍ଧୁ, ମଧୁବାବୁ, ଗୋଦାବରୀଶ ପ୍ରମୁଖ କରିଥିବା ତର୍କ ଏବେ ଉପଲବ୍ଧ ଭୁବନେଶ୍ୱର: ୧୯୨୨ ମସିହାରେ ତତ୍କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ…