ଜାତୀୟ ଖବର ୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣିଥରେ କ୍ଷମତା ଦଖଲ କରିବା ପାଇଁ ବିଜେପି ଏବେଠାରୁ ଅଣ୍ଟା ଭିଡ଼ିଛି। ରାଜ୍ୟର ମୋଟ୍ ୪୦୩ଟି ଆସନ ମଧ୍ୟରୁ ଦଳ…