ଅପରାଧ ଜନ୍ତୁ ଶିକାର ଅଭିଯୋଗରେ ୩ ଅଟକ କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ଅଂଚଳରେ ଜନ୍ତୁ ଶିକାର ଚାଲିଥିବା ଅଭିଯୋଗ ହେଉଛି। ବହୁ ଗ୍ରାମରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ କିମ୍ବା ବନ୍ଧୁକ…