ଜାତୀୟ ଖବର ୫-ଜି ନାଁ ରେ ରାଜ୍ୟବାସୀଙ୍କୁ ଦିନବେଳା ଲଣ୍ଠନ ନ ଦେଖାନ୍ତୁ କେନ୍ଦ୍ର ସରକାର; ବିଜେଡି ଭୁବନେଶ୍ୱର : ଆଜି ଓଡ଼ିଶାର ଦୁଇଟି ସହର କଟକ ଓ ଭୁବନେଶ୍ୱରରେ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ। କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ…