ଆଜିର ଖବର ୫-ଟି’ ଉପକ୍ରମରେ ଲୋକସମ୍ପର୍କ ଅଧିକାରୀମାନେ କାମ କରିବାକୁ ସଂଜୟ ସିଂ ଙ୍କ ନିର୍ଦ୍ଦେଶ ଭୁବନେଶ୍ବର: ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି। ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି। ରାଜ୍ୟ ସରକାର ଏବେ ‘୫-ଟି’…