ଆଜିର ଖବର ୫ ବର୍ଷର ଝିଅର ପେଟରେ ବଢ଼ୁଛି ମାଂସ ପିଣ୍ଡୁଳା: ସହାୟତା ପାଇଁ ଅନୁରୋଧ କଲା ଦୁଃଖିନୀ ମା’ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାଠ ପଢ଼ିବା, ଖେଳକୁଦ ବୟସରେ ଦାଉ ସାଧିଛି ରୋଗ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଷଣ୍ଢମୁଳ ଗ୍ରାମର ଭୁଜବଳ ସାହିର…