ଆଜିର ଖବର ପିଏମ୍-ୱାନି ଅଧୀନରେ ସାରା ଭାରତରେ ୨୪୭୦୭୬ଟି ସାର୍ବଜନୀନ ୱାଇଫାଇ ହଟସ୍ପଟ୍ ପ୍ରତିଷ୍ଠା ନୂଆଦିଲ୍ଲୀ: ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗ ବିଶେଷକରି ଗ୍ରାମାଞ୍ଚଳରେ ସୁଯୋଗ ଖୋଲିବା, ବ୍ୟବଧାନକୁ ଦୂର କରିବା ଏବଂ ଜୀବନରେ ପରିବର୍ତ୍ତନ ଆଣି ସ୍ୱାଧୀନତା (ଆତ୍ମନିର୍ଭରତା) ଏବଂ ମହିଳାଙ୍କ ସଶକ୍ତୀକରଣ…