ୱାକଫ ବିଲ ବିରୋଧ

ସମୀକ୍ଷା ବ୍ୟୁରୋ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବିବାଦୀୟ ୱାକଫ (ସଂଶୋଧନ) ଆଇନ 2025 ବିରୋଧରେ ଚାଲିଥିବା ପ୍ରତିବାଦ ଉଗ୍ରରୂପ ଧାରଣ କରିଛି। ଏହି ହିଂସାରେ ତିନି ଜଣଙ୍କର…