ୱାଶିଂଟନ ସୁନ୍ଦର

ଅହମ୍ମଦାବାଦ: ଚତୁର୍ଥ ଟି-୨୦ରେ ଭାରତ ଇଂଲଣ୍ଡକୁ ପରାସ୍ତ କରି ସିରିଜକୁ ୨-୨ରେ ବରାବର କରିନେଇଛି। କିନ୍ତୁ ଏହି ମ୍ୟାଚରେ “ସଫ୍ଟ ସିଗନାଲ”ର ନିୟମକୁ ନେଇ ବିବାଦ ଦେଖାଯାଇଛି।…