ଆଜିର ଖବର ରାହୁଲ ଗାନ୍ଧି ଆମେଥିରୁ ଲୋକସଭା ନିର୍ବାଚନ ଲଢ଼ିବେ: ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାୟ ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନରେ ଆମେଥିରୁ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି ଯେ ଗାନ୍ଧୀ…