ଆଜିର ଖବର ଡବ୍ଲୁଟିସି ଫାଇନାଲ ପୂର୍ବରୁ ରିଷଭ ପନ୍ତଙ୍କ ଧୂଆଁଧାର ଶତକ: ଖେଳାଳିଙ୍କ ଅଭ୍ୟାସ ସମୟର ଭିଡିଓ ସେୟାର କଲା ବିସିସିଆଇ ନୂଆଦିଲ୍ଲୀ: ଭାରତୀୟ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟରୁ ଲଗାତର ଭଲ ଫର୍ମ ଜାରି ରହିଛି। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ପୂର୍ବରୁ ପନ୍ତ ଏକ…