ଆଜିର ଖବର ବନ୍ଦ ହେବ କି 10 ଏବଂ 20 ଟଙ୍କିଆ ମୁଦ୍ରା?: ଲୋକସଭାରେ ସୂଚନା ଦେଲେ ସରକାର ନୂଆଦିଲ୍ଲୀ: ଦେଶରେ ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ବିତର୍କ ଚାଲିଥାଏ କି 10 କିମ୍ବା 20 ଟଙ୍କା ମୁଦ୍ରା ବନ୍ଦ ହୋଇଯିବ। ତେବେ ଲୋକସଭାରେ ପଚରାଯାଇଥିବା ଏକ…