ଆଜିର ଖବର ରାଜ୍ୟରେ ଆଉ 102 କରୋନା ପଜିଟିଭ୍ ଚିହ୍ନଟ, 900 ଡେଇଁଲା ଆକ୍ରାନ୍ତ ସଂଖ୍ୟା ଭୁବନେଶ୍ବର : ଆଜି ରାଜ୍ୟରେ ଶହେରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଦିନରେ 101 ରୋଗୀ ଚିହ୍ନଟ ହୋଇଥିବାବେଳେ ପୁଣି…