ଆଜିର ଖବର ବଜ୍ରାଘାତ ନେଲା ଦୁଇ ଜୀବନ ଭୁବନେଶ୍ବର : ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତ କାରଣରୁ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି । ବାଲେଶ୍ବରର ବାଲିଆପାଳ ଏବଂ ଭୋଗରାଇ ଅଞ୍ଚଳରେ ଦୁଇ…