ଜାତୀୟ ଖବର ମାଲେଗାଓଁ ବିସ୍ଫୋରଣ ମାମଲା: ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ନୂଆଦିଲ୍ଲୀ: ୧୭ ବର୍ଷ ପରେ ଆଜି ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାର ରାୟ ଆସିଛି। ଏହି ମାମଲାରେ NIA ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞାଙ୍କ…