ଆଜିର ଖବର ଶାନ୍ତି ପ୍ରତିଷ୍ଠା ପାଇଁ ବିରାଟ କୋହଲି ପାକିସ୍ଥାନ ଆସିବା ଉଚିତ: ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମ୍ବନ୍ଧରେ ବିତର୍କ ଜାରି ରହିଛି। ବାସ୍ତବରେ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି, କିନ୍ତୁ ଆତଙ୍କବାଦୀ ଘଟଣା ଏବଂ…