ଆଜିର ଖବର କୋଭିଡ୍ ୧୯କୁ ନେଇ ଦେଶକୁ ସମ୍ବୋଧିତ କଲେ ମୋଦି: ସମଗ୍ର ଦେଶରେ ଲକ୍ଡାଉନ୍ ନୂଆଦିଲ୍ଲୀ: କରୋନା ଭାଇରସ୍ ପ୍ରଭାବକୁ ନେଇ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟରାତ୍ରରୁ…