ଆଜିର ଖବର ଗୋଟିଏ ପରିବାରର 26 ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍ ନୂଆଦିଲ୍ଲୀ: ଦିଲ୍ଲୀର ଜହାଙ୍ଗୀରପୁରର ଏକ କଣ୍ଟେନମେଣ୍ଟ ଜୋନ୍ରେ ଏକ ପରିବାରର 26ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍ ହୋଇଥିବାର ସୂଚନା ମିଳିଛି। 26 ଜଣଙ୍କ ମଧ୍ୟରେ ଦୁଇଟି ସ୍ତ୍ରୀ,…