29 July Paris Olympics 2024

ନୂଆଦିଲ୍ଲୀ: ରବିବାର ଦିନ 2024 ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ପାଇଛି। ମହିଳା ସୁଟର ମନୁ ଭାକର ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ ପଦକ ଜିତିଛନ୍ତି।…