ଅପରାଧ ବଡପାଟି କରିବାରୁ 2 ଝିଅଙ୍କୁ ହତ୍ୟା କଲା ବାପା ଲକ୍ଷ୍ନୌ : ଜୋରରେ ପାଟି କରିବାରୁ ଦୁଇ ଝିଅଙ୍କୁ ପିଟି ପିଟି ହତ୍ୟା କରିଛି ବାପା । ଉତ୍ତର ପ୍ରଦେଶରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…