ଆଜିର ଖବର ଚୋରା ମଦ ଆଡ୍ଡାରେ ପୋଲିସର ଚଢ଼ାଉ : ୧୦୦୦ ଲିଟର ମଦ ସହ ତିନି ଗିରଫ ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ। ତେବେ ଚୋରା ମଦ କାରବାର ରୋକିବାରେ ପୋଲିସ୍କୁ ମିଳିଛି ବଡ ସଫଳତା।…