ଆଜିର ଖବର ଜମ୍ମୁ କାଶ୍ମୀରରେ ପୁନର୍ବ୍ୟବସ୍ଥିତ ହେବ 4ଜି ଇଣ୍ଟରନେଟ୍ ସେବା ଶ୍ରୀନଗର : ଜମ୍ମୁ କାଶ୍ମୀରରେ 4ଜି ଇଣ୍ଟରନେଟ୍ ସେବା ପୁନର୍ବ୍ୟବସ୍ଥିତ ହେବାକୁ ଯାଉଛି । ଶୁକ୍ରବାର ମଧ୍ୟରାତ୍ରରୁ 4ଜି ସେବା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି…