ଜାତୀୟ ଖବର ରିଲାଏନ୍ସ ଜିଓ ଆଣିଲା ଭାରତର ସବୁଠୁ ଶସ୍ତା ୪ଜି ଫୋନ, ଦାମ୍ ଓ ଫିଚର ଜାଣିଲେ ହେବେ ଆଶ୍ଚର୍ଯ୍ୟ ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି। ଜିଓଭାରତ ଭି୩ ଏବଂ ଜିଓଭାରତ…