ଆଜିର ଖବର 5 ଦିନିଆ ରିମାଣ୍ଡରେ ଶର୍ଜିଲ୍ ଇମାମ୍ ନୂଆଦିଲ୍ଲୀ : ଦେଶଦ୍ରୋହ ମାମଲାରେ ଗିରଫ ଶର୍ଜିଲ୍ ଇମାମ୍ଙ୍କୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ଗତକାଲି ବିହାରର ଜେହାନାବାଦରୁ ଗିରଫ ହୋଇଥିଲେ ଶର୍ଜିଲ୍ ଇମାମ୍ ।…