ଜାତୀୟ ଖବର ଖୁବ ଶିଘ୍ର ଓଡିଶା ସହ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ କରିବ ରିଲାଏନ୍ସ ଜିଓ ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ଯୋଗାଣକାରୀ ଜିଓ, ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ପରିଚାଳିତ ନିଲାମରେ ଭାଗନେଇଥିଲା। ଏଥିରେ କଂପାନୀ ୨୦୨୨…