ଆଜିର ଖବର ଗୁଜରାଟ ଅକ୍ସିଜେନ୍ କାରଖାନାରେ ବିସ୍ଫୋରଣ : 6ମୃତ,15 ଆହତ ଅହମ୍ମଦାବାଦ : ଗୁଜରାଟର ଏକ ଅକ୍ସିଜେନ୍ କାରଖାନାରେ ବିସ୍ଫୋରଣ ଘଟିବାରୁ 6 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ 15ରୁ ଅଧିକ ଆହତ ହୋଇଛନ୍ତି ।…