75 ତମ ସ୍ବାଧୀନତା ଦିବସ

ଭୁବନେଶ୍ବର, 75 ତମ ସ୍ବାଧୀନତା ଦିବସ ରାଜ୍ୟ ସ୍ତରୀୟ ପାଳନ ହେବ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ।…