ଖେଳ ରାଜ୍ୟରେ ୬୯୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ, କ୍ୟାବିନେଟର ମଂଜୁରୀ ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟରେ କ୍ରୀଡା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ରାଜ୍ୟରେ ଏକାଥରେ ୮୯ ଟି ଇନଡୋର ଷ୍ଟାଣ୍ଡିୟମ ନିର୍ମାଣ…