ଆଜିର ଖବର ଅଷ୍ଟମ ବେତନ ଆୟୋଗର ବାହାରେ ରହିବେ ଏହି କର୍ମଚାରୀ, ଏହି ତାଲିକାରେ ଆପଣଙ୍କ ବିଭାଗ ଅଛି କି? ନୂଆଦିଲ୍ଲୀ: ଅଷ୍ଟମ ବେତନ ଆୟୋଗ ଗଠନକୁ କେନ୍ଦ୍ର ସରକାର ଅନୁମୋଦନ କରିସାରିଛନ୍ତି। ଯାହାଫଳରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ…