ଆଜିର ଖବର ୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ଆହୁରି ସମୟ ଥିଲେ ମଧ୍ୟ ରାଜ୍ୟରେ ଏବେଠାରୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଶାସକ ଆମ୍ ଆଦମୀ ପାର୍ଟି (AAP), ବିରୋଧୀ…