ଆଜିର ଖବର ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର : ବର୍ତ୍ତମାନ ସୁଦ୍ଧା 85 ଜଣଙ୍କର ମୃତ୍ୟୁ, 33 ଲକ୍ଷ ଲୋକ ପ୍ରଭାବିତ ଆସାମ: ଆସାମରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମଙ୍ଗଳବାର ଦିନ ଆଉ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରାଜ୍ୟର 28 ଟି ଜିଲ୍ଲାର…