ଆଜିର ଖବର ଗୁଜରାଟରୁ ଅଯୋଧ୍ୟା ଯାଉଥିବା ସ୍ୱତନ୍ତ୍ର ଆସ୍ଥା ଟ୍ରେନକୁ ପଥର ମାଡ଼: ରାମଲାଲାଙ୍କ ଦର୍ଶନ ଲାଗି ଯାଉଥିଲେ ଭକ୍ତ ନୂଆଦିଲ୍ଲୀ: ଗୁଜରାଟର ସୁରଟରୁ ୟୁପିର ଅଯୋଧ୍ୟା ଅଭିମୁଖେ ଯାଉଥିବା ଆସ୍ଥା ସ୍ୱତନ୍ତ୍ର ଟ୍ରେନକୁ ମହାରାଷ୍ଟ୍ରର ନନ୍ଦୁରବାରରେ ପଥର ଫିଙ୍ଗା ଯାଇଛି। ପୋଲିସ କହିଛି ଯେ, ଏହି ଆକ୍ରମଣ…