ଆଜିର ଖବର 26/11 ଆକ୍ରମଣର ଦୋଷୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିର ହୃଦଘାତରେ ମୃତ୍ୟୁ ନୂଆଦିଲ୍ଲୀ: 26/11 ମୁମ୍ବାଇ ଆକ୍ରମଣର ଦୋଷୀ ତଥା ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଡେପୁଟି ଚିଫ୍ ଅବଦୁଲ ରେହମାନ ମକ୍କିର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ମକ୍କି ହାଫିଜ…