ଆଜିର ଖବର ବାଙ୍କିପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ ଅଭିଷେକ କୁମାର ପାଟନା: ପାଟନାର ବାଙ୍କିପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଅଭିଷେକ କୁମାର “ବଣ୍ଟି” ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ଏହା ଘୋଷଣା କରି ଅଭିଷେକ କୁମାର ସିହ୍ନା…