ଆଜିର ଖବର ଲସ୍କରର ଶୀର୍ଷ କମାଣ୍ଡର ଅବୁ ସୈଫୁଲ୍ଲା ପାକିସ୍ତାନରେ ନିହତ, ଅଜ୍ଞାତ ଆକ୍ରମଣକାରୀ କଲେ ହତ୍ୟା ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ଦ୍ୱାରା ମର୍ମାହତ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି। ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ…