ଆଜିର ଖବର ଏସିଆ କପରେ ପାକିସ୍ତାନଠାରୁ ପରାଜୟ ପରେ ବିସିସିଆଇ କ୍ଷୁବ୍ଧ: ପ୍ରଶିକ୍ଷକ ଏବଂ ଅଧିନାୟକଙ୍କୁ ମାଗିବ ସ୍ପଷ୍ଟୀକରଣ ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଏସିଆ କପର ଫାଇନାଲରେ ପାକିସ୍ତାନଠାରୁ ୧୯୧ ରନର ଲଜ୍ଜାଜନକ ପରାଜୟକୁ ବିସିସିଆଇ ଗମ୍ଭୀରତାର ସହ ନେଇଛି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିବା…