ନୂଆଦିଲ୍ଲୀ: ଶ୍ରୀ କଲ୍କି ଧାମର ଶିଳାନ୍ୟାସ ପାଇଁ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍ଙ୍କ ନିମନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଫେବ୍ରୁଆରୀ ୧୯ରେ ଏହି କାର୍ଯ୍ୟକ୍ରମ ହେବ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
आस्था और भक्ति से जुड़े इस पावन अवसर का हिस्सा बनना मेरे लिए सौभाग्य की बात है। निमंत्रण के लिए आपका हृदय से आभार @AcharyaPramodk जी। https://t.co/XRkUAd1R9F
— Narendra Modi (@narendramodi) February 1, 2024
‘ଆସ୍ଥା ଏବଂ ଭକ୍ତି ସହ ଜଡ଼ିତ ଏହି ପବିତ୍ର ଅବସରରେ ଭାଗ ନେବା ମୋ ପାଇଁ ସୌଭାଗ୍ୟର କଥା । ନିମନ୍ତ୍ରଣ ପାଇଁ ଆଚାର୍ଯ୍ୟ ପ୍ରମୋଦ ଜୀଙ୍କୁ ହୃଦୟରୁ ଧନ୍ୟବାଦ।’