ବିଶେଷ ଖବର କନ୍ଧମାଳ, ବିଜେପି ଲାଗି ଏବେ କେବଳ ପୁରୁଣା ଦିନର ସ୍ମୃତି, କିନ୍ତୁ ବିଜେଡି ଲାଗି ସବୁଠୁ ସହଜ ଆସନ କେଦାର ମିଶ୍ର କନ୍ଧମାଳ ଲୋକସଭା ଲାଗି ଅଚ୍ୟୁତ ସାମନ୍ତ ହିଁ ପ୍ରଥମ ଓ ଶେଷ ପସନ୍ଦ- ଏକଥା କହିଲା ବେଳେ ବାଲିଗୁଡାର ଜଣେ ପୁରୁଣା ବିଜେପି କର୍ମୀ…