ଆଜିର ଖବର ପୁରୀର ରଥଯାତ୍ରାରେ ଗୌତମ ଆଦାନୀଙ୍କ ‘ସାଧନା ସେବା’ ସଂକଳ୍ପ: ଖାଦ୍ୟ, ଜଳଠାରୁ ସୁରକ୍ଷା ପର୍ଯ୍ୟନ୍ତ ଦାୟିତ୍ୱ ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶର ପ୍ରସିଦ୍ଧ ଶିଳ୍ପପତି ଗୌତମ ଆଦାନୀ ମଧ୍ୟ ତାଙ୍କ ସମଗ୍ର ପରିବାର ସହିତ ଏଥିରେ ଯୋଗ ଦେଇଥିଲେ।…