ଆଜିର ଖବର ଆମେରିକାରେ ଆଦାନୀ ଗ୍ରୁପ୍ର 11 ଟି କମ୍ପାନୀ ଉପରେ କୌଣସି ଅଭିଯୋଗ ନାହିଁ: ଗ୍ରୁପ୍ ସିଏଫ୍ କଲେ ସ୍ପଷ୍ଟ ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍କୁ ଲାଞ୍ଚ ଅଭିଯୋଗ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଦାନୀ ଗ୍ରୁପ୍ର ମୁଖ୍ୟ ଆର୍ଥିକ ଅଧିକାରୀ ଜୁଗେସିନ୍ଦର ରବି ସିଂ ଏକ ବିବୃତ୍ତି ଦେଇଛନ୍ତି।…