ଆଜିର ଖବର ଭ୍ୟାକସିନ୍ ସମ୍ପର୍କରେ ଅଦର ପୁନାଓ୍ବାଲାଙ୍କ ସହକଥା ହେଲେ ନବୀନ ପଟ୍ଟନାୟକ ଭୁବନେଶ୍ବର : ଓଡ଼ିଶାରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଆଜି ନବୀନ ପଟ୍ଟନାୟକ ଭ୍ୟାକସିନ୍ ସମ୍ପର୍କରେ ଅଦର ପୁନାଓ୍ବାଲାଙ୍କ ସହ ଆଲୋଚନା କରିଛନ୍ତି । ସେରମ…