ଆଜିର ଖବର ତିନି ରଥରେ ଶ୍ରୀଜିଉଙ୍କର ଅଧରପଣା ନୀତି ସମ୍ପନ୍ନ, ଏବେ ନୀଳାଦ୍ରୀବିଜେକୁ ଅପେକ୍ଷା ପୁରୀ, ଆଜି ସନ୍ଧ୍ୟାରେ ପୁରୀ ବଡଦାଣ୍ଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ବାହୁଡାଯାତ୍ରା ପରେ…