ଜାତୀୟ ଖବର ନିର୍ବାଚନ ପାଖେଇ ଆସୁଛି, କିଛି ନ କହି ସୋନିଆ ଓ ଅଧୀରଙ୍କ ଉପରକୁ ତୀକ୍ଷ୍ଣ ତୀର ମାରିଲେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଉଦବୋଧନ ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୪ ମିନିଟ୍ ଭାଷଣ ଦେଇଥିଲେ…