ଆଜିର ଖବର କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ ରୋହତକ: ହରିୟାଣାର ରୋହତକରେ କଂଗ୍ରେସ ଭବନ ବାହାରେ ଏକ ସ୍କୋର୍ପିଓ କାର୍ରୁ ଜଣେ ଓକିଲଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଉଛନ୍ତି ପୂର୍ବତନ କାଉନସିଲର…